ନବୀନଙ୍କୁ ବିଜେପି ସାଂସଦଙ୍କ ଉଚ୍ଚ ପ୍ରଶଂସା, ଶ୍ରୀମନ୍ଦିର ଏବଂ ଏକାମ୍ର ବିକାଶ କାର୍ଯ୍ୟ ସ୍ବାଗତଯୋଗ୍ୟ ବୋଲି କହିଲେ

ଭୁବନେଶ୍ୱର: ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିର କିଛି ନେତା ଓ ସାଂସଦ ରାଜନୀତି କରୁଥାଇ ପାରନ୍ତି। କିନ୍ତୁ ବିଜେପିର ହିଁ ଜଣେ ସାଂସଦ ନବୀନଙ୍କ ପଦକ୍ଷପକୁ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର…

ମହାନଦୀରେ ବୁଡ଼ି ୩ ନିଖୋଜ ଘଟଣା: ଆଉ ଜଣଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ତିନି ଜଣ ଭାସିଯିବା ଘଟଣାରେ ନିଖୋଜ ଦୁଇ ନାବାଳକ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ୩ଜଣ ସାଙ୍ଗ ଗତକାଲି…

ପ୍ରାର୍ଥନା ଭୁଲିଗଲେ ବୋଲି ଉଠବସ୍ କରାଇ ଦଣ୍ଡ ଦେଲେ ଶିକ୍ଷକ, ୧୦ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର: ସ୍କୁଲରେ ଦଣ୍ଡ ପାଇ ଅସୁସ୍ଥ ହୋଇପଡିଲେ ଛାତ୍ରୀମାନେ। ପ୍ରାର୍ଥନା ଭୁଲିଯିବାରୁ ସ୍କୁଲର ଛାତ୍ରୀଙ୍କୁ ଉଠବସ୍‌ କରାଇଲେ ସ୍କୁଲର ଭୂଗୋଳ ଶିକ୍ଷକ । ଯାହା ଫଳରେ ୧୦ ଜଣ ଛାତ୍ରୀ ହଠାତ୍‌ ଅଚେତ ହୋଇ ଯାଇଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦି…