ବାମରା ବନଖଣ୍ଡ ଅଞ୍ଚଳରୁ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡ ଅନ୍ତର୍ଗତ ବିଞ୍ଜିଖୋଲ ଜଙ୍ଗଲରୁ ଏକ ଆହତ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରୁ ଏହି ହାତୀର ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ସୂଚନା ଦେଇଛନ୍ତି। ତେବେ,…