ବୁଷ୍ଟର ଡୋଜ୍ ଅଭିଯାନ ପୂର୍ବରୁ କମିଲା କୋଭିଶିଲ୍ଡ, କୋଭାକ୍ସିନ ଟିକା ଦର; କେତେ ଟଙ୍କାରେ ମିଳିବ କରୋନା ଭାକ୍ସିନ୍…

ନୂଆଦିଲ୍ଲୀ: ଦେଶବ୍ୟାପୀ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ହେବାର ଦିନକ ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ନିଜ କରୋନା ଟିକା ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି | ଘରୋଇ ହସ୍ପିଟାଲରେ କୋଭିଶିଲ୍ଡ ଟିକା ମୂଲ୍ୟ ୬୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ…