ମଞ୍ଜୁଲତା କହଁର ବିଜେଡି ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ୱର - ମଞ୍ଜୁଲତା କହଁର ଭୁବନେଶ୍ବର ମହାନଗର ନିଗମର ବିଜେଡି ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି ‌। ସେ ୨୨ନଂ ୱାର୍ଡର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅକୁ ଆତଙ୍କବାଦୀ ଘୋଷିତ କଲେ ଭାରତ ସରକାର

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ, ୧୯୬୭ ଅନୁଯାୟୀ ଲଶ୍କର-ଏ-ତଇବା (ଏଲ୍ଇଟି) ମୁଖ୍ୟ ହାଫିଜ ସଇଦର ପୁଅ ହାଫିଜ ତଲହା ସଇଦକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଶନିବାର ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିଛି। ଗୃହ…