କର୍ଣ୍ଣାଟକ ହିଜାବ ବିବାଦରେ ମୁଣ୍ଡ ପୂରାଇଲା ଅଲ୍ କାଏଦା, ଭିଡ଼ିଓ ଜାରି କରି କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା…

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦରେ ମୁଣ୍ଡ ପୂରାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା । ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ନେଇ ଅଲ କାଏଦା ମୁଖ୍ୟ ଆୟମାନ ଅଲ ଜାୱାହିରୀ ଭାରତ ବିରୋଧରେ ବିଷ ଉଗାଳିଛନ୍ତି । ହିଜାବ କଟକଣାକୁ ମୁସଲିମ ଛାତ୍ରୀମାନଙ୍କ ପ୍ରତି ନିର୍ଯାତନା ବୋଲି…

‘ଭଲ ଲାଗିଲାନି ବୋଲି ଭାଙ୍ଗିଦେଲେ’

ପୁରୀ - ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସଂପର୍କରେ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି | ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୋଲିସ ପ୍ରକାଶ କରିନାହିଁ | କିନ୍ତୁ ଅଭିଯୁକ୍ତର ନାମ…