ଶ୍ରୀଲଙ୍କା ସଙ୍କଟ: ଜରୁରୀ ପରିସ୍ଥିତି ହଟାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଦେଶରୁ ଜରୁରୀ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ଦେଶରେ ବଢ଼ୁଥିବା ସଙ୍କଟ ମଧ୍ୟରେ ଏପ୍ରିଲ ୧ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଗେଜେଟ୍…