ସମ୍ଭାବ୍ୟ ବାତ୍ୟା : ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର - ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,…

ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଭାରତର ମାନ୍ୟତା ଆହୁରି ହ୍ରାସ, ୧୪୨ ରୁ ୧୫୦ତମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମ ବିପଦରେ । ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ଅର୍ଥାତ୍ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଭାରତର ମାନ୍ୟତା ଆହୁରି ହ୍ରାସ ପାଇଛି। ଭାରତ ଏହି ତାଲିକାରେ ଏଥର ୧୫୦ ତମ ସ୍ଥାନକୁ ଖସି ଆସିଛି। ୧୮୦ଟି ଦେଶର ଏହି ତାଲିକାରେ ଭାରତ ଗତ ବର୍ଷ ୧୪୨ତମ ସ୍ଥାନରେ ଥିଲା…

ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ

ଭୁବନେଶ୍ୱର - ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ବୟ କମିଟି ବୈଠକ । ପୁରୀ ଜିଲାପାଳ ସମର୍ଥ ବର୍ମାଙ ଅଧ୍ୟକ୍ଷତାରେ ବସିବ ସମନ୍ଵୟ କମିଟି ବୈଠକ । ବୈଠକରେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ ଓ ଗମନାଗମନ ନେଇ ହେବ ଆଲୋଚନା ହେବ । ରଥଯାତ୍ରା ନୀତି ଶୃଙ୍ଖଳିତ କରିବା ନେଇ ହେବ ମଧ୍ୟ ଆଲୋଚନା…

ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନ୍ସପେକ୍ଟର

ଭୁବନେଶ୍ୱର - ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାରାହାଙ୍ଗ ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ରଘୁନାଥପୁରରେ ୭ଟି ସ୍ଥାନ…