ଉତ୍କଳ ହସ୍ପିଟାଲ ପରିସରରେ ନୂଆ କ୍ୟାନ୍ସର ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ହସ୍ପିଟାଲ ପରିସରରେ ନୂତନ କ୍ୟାନସର ସେଣ୍ଟରର ଉଦଘାଟନ କରିଛନ୍ତି । ହସ୍ପିଟାଲରେ ଏବେ କ୍ୟାନ୍ସର ରୋଗୀ ଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ଏହି ସୁବିଧା ଯୋଗୁ ଓଡ଼ିଶାର କ୍ୟାନ୍ସର ରୋଗୀଙ୍କୁ ଆଉ ବାହାରକୁ ଯିବାକୁ…