ବୁଚା ଗଣହତ୍ୟା ପରେ ଜାତିସଂଘର ମାନବିକ ଅଧିକାର ପରିଷଦରୁ ରୁଷକୁ ହଟାଇବାକୁ ଆମେରିକାର ଆହ୍ବାନ

ଓ୍ୱାଶିଂଟନ: ୟୁକ୍ରେନରେ ରୁଷର ସୈନ୍ୟବାହିନୀ ଯୁଦ୍ଧ ଅପରାଧ ଘଟାଇଥିବା ଅଭିଯୋଗ ହେବା ପରେ ଜାତିସଂଘର ମାନବିକ ଅଧିକାର ସଂସ୍ଥାରୁ ରୁଷକୁ ନିଲମ୍ବିତ କରିବାକୁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍ ଗ୍ରୀନଫିଲ୍ଡ ଦାବି କରିଛନ୍ତି । ୟୁକ୍ରେନ ରାଜଧାନୀ କିଭ୍ ନିକଟ ବୁଚା ସହରରେ…

ଚୀନର ସାଂଘାଇରେ କରୋନା‌ ସଂକ୍ରମଣ ଅଣାୟତ୍ତ, ସେନାର ସହାୟତା ନିଆଗଲା

ବେଜିଂ: ଦୁଇ ବର୍ଷ ପରେ କରୋନା ପୁଣି ଥରେ ଚୀନରେ ମୁଣ୍ଡ ଟେକିଛି | ଚୀନ୍‌ର ଏକ ବଡ଼ ସହର ସାଂଘାଇରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍ ସରକାର ୨୫ ନିୟୁତ ଲୋକଙ୍କ ପରୀକ୍ଷା କରିବା ପାଇଁ ୨୦୦୦ ସୈନିକ ମେଡିକାଲ୍ କର୍ମଚାରୀଙ୍କ ସମେତ ଦେଶର…

ରାତିରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଜଣେ ମୃତ

ତାଳଚେର - ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡା ଗାଁରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣଙ୍କ ହେଲେ କାଞ୍ଚନ ମୁଣ୍ଡା। ଆହତ…