ରେପୋ ରେଟ୍ ବଢ଼ାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହୋଇପାରେ ଋଣ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଛି । ରେପୋ ରେଟ୍ ଋ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇଛି ଆରବିଆଇ । ଆରବିଆଇର ଏହି ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ହ୍ରାସ କରିବା | ଆରବିଆଇର ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ରେପୋ ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି…