ଅନ୍ତର୍ଜାତୀୟ କ୍ରିକେଟକୁ ରସ ଟେଲରଙ୍କ ଅଲବିଦା

ହାମିଲଟନ୍: ନ୍ୟୁଜିଲ୍ୟାଣ୍ଡର ଭେଟେରାନ ବ୍ୟାଟ୍ସମ୍ୟାନ୍ ରସ ଟେଲର ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ନେଦରଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା । ନିଜ ଶେଷ ମ୍ୟାଚରେ ଟେଲର ୧୪ ରନ୍ କରିଥିଲେ । ଦର୍ଶକମାନେ ଏହି କିମ୍ବଦନ୍ତୀ…