ଶର୍ମିଷ୍ଠା ଓ ଝୁନା ରାଉତଙ୍କୁ ଆଜିଠୁ ପୁଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର- କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ଥରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ପୁଣି ଏମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରିବ…

ଶ୍ରୀଲଙ୍କାର ସବୁ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ : ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାର କ୍ୟାବିନେଟ ମନ୍ତ୍ରୀମାନେ ରବିବାର ବିଳମ୍ବିତ ରାତିରେ ସମୂହ ଇସ୍ତଫା ଦେଇଛନ୍ତି। ଦେଶର ଶିକ୍ଷା ମନ୍ତ୍ରୀ ତଥା ଗୃହର ନେତା ଦୀନେଶ ଗୁଣବର୍ଦ୍ଧନେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ୨୬ କ୍ୟାବିନେଟ ମନ୍ତ୍ରୀ ନିଜ…

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର - ଥିଓରୀ ପରୀକ୍ଷା ପୂର୍ବରୁ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏକାଥରକେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ । ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି, ଯେଉଁଠାରେ ପ୍ରାୟ ୨…

ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଆଜି ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ସହ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।…

ଚାକିରି ରାକେଟର ପର୍ଦ୍ଦାଫାଶ, ୫ ଗିରଫ

କୋରାପୁଟ- ବଡ଼ କମ୍ପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ ଅଭିଯୋଗରେ ସେମିଳିଗୁଡ଼ାରୁ ୫ ଜଣଙ୍କୁ ଗିରଫ କରାଯାଇଛି । ଦାମନଯୋଡ଼ି ନାଲ୍‌କୋ ଓ ସୁନାବେଡ଼ାର ହାଲ୍ ଭଳି ବଡ଼ ବଡ଼ କମ୍ପାନୀରେ ଠିକା ନିଯୁକ୍ତି ଦେବା ନାଁରେ ଏକ ରାକେଟ୍ ଚାଲିଥିଲା। ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର…

ଲଗାତର ଚତୁର୍ଥ ଥର ପାଇଁ ମାଲ ପରିବହନରେ ପୂର୍ବତଟ ରେଳପଥ ଦେଶରେ ପ୍ରଥମ

ଭୁବନେଶ୍ୱର- ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥାତ୍‌ ପୂର୍ବତଟ ରେଳପଥ ସର୍ବାଧିକ ମାଲ୍‌ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରିଛି। ଲଗାତର ଚତୁର୍ଥ ଥର ପାଇଁ ପୂର୍ବତଟ ରେଳପଥ ମାଲ ପରିବହନରେ ଦେଶରେ ଶୀର୍ଷ ସ୍ଥାନରେ ରହିଛି। ୨୦୨୧-୨୨ରେ ପୂର୍ବତଟ ରେଳପଥ ୨୩୨.୧୩ ନିୟୁତ ଟନ୍‌ ମାଲ ପରିବହନ କରି ଗତ…