ଯାଞ୍ଚ ପାଇଁ ୨ଜଣିଆ ଟିମ୍ ଗଠିତ

ପୁରୀ - ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଦାୟିତ୍ବରେ ଥିବା ୩ ସେବାୟତ ଓ ଜେଟିପିଙ୍କୁ ଚାଲିଛି ଜେରା । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍ ରିପୋର୍ଟ ଦେବ ବୋଲି…

ମହିଳା ଜୁନିୟର ହକି ବିଶ୍ୱକପ୍‌: ଜର୍ମାନୀକୁ ୨-୧ରେ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ପୋଚେପଷ୍ଟରୁମ୍ : ଭାରତୀୟ ମହିଳା ହକି ଦଳ ରବିବାର ଏଠାରେ ଏକ ପୁଲ୍ ମ୍ୟାଚରେ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି ଏଫ୍ଆଇଏଚ୍ ଜୁନିୟର ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି | ଶନିବାର ଗ୍ରୁପ୍‌ର ପ୍ରଥମ ମ୍ୟାଚ୍‌ରେ ୱେଲ୍ସକୁ ୫-୧ରେ ପରାସ୍ତ କରିଥିବା ଭାରତୀୟ ଦଳ…

‘ମସଜିଦ୍ ଗୁଡ଼ିକରୁ ଲାଉଡ୍ ସ୍ପିକର୍ ହଟାଅ ନଚେତ୍ ହନୁମାନ ଚାଳିଶା ବଜାଇବୁ’

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ର ଅଧ୍ୟକ୍ଷ ରାଜ ଠାକରେ ମସଜିଦ ଗୁଡ଼ିକରୁ ଲାଉଡ ସ୍ପିକର୍ ହଟାଇବା ପାଇଁ ଦାବି କରିଛନ୍ତି । ରାଜ ଠାକରେ କହିଛନ୍ତି ଯେ ଯଦି ମସଜିଦରେ ଉଚ୍ଚ ସ୍ବରରେ ବାଜୁଥିବା ଲାଉଡ ସ୍ପିକର ବନ୍ଦ ନହୁଏ, ତେବେ ଆମେ ସେଠାରେ ହନୁମାନ ଚାଳିଶା ଡବଲ୍…