ପିଠା ଖୁଆଇବାକୁ ଆସିଥିବା ବେଳେ ଗର୍ଭବତୀ ଝିଅ ମୃତ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବଲାଙ୍ଗୀର: ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ପିଠା ଖୁଆଇବା ପର୍ବରେ ଆସିଥିବାବେଳେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା…

ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ, ସଂସଦ ଭଙ୍ଗ କଲେ ପାକିସ୍ତାନ ରାଷ୍ଟ୍ରପତି

ଇସଲାମାବାଦ: ଗାଦିଚ୍ୟୁତ ହେବାରୁ ବର୍ତ୍ତ ଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ଥିଲା । ତେବେ ତା ପୂର୍ବରୁ ହାଇ ଡ୍ରାମା ଦେଖିବାକୁ ମିଳିଛି । ପାକିସ୍ତାନ ସଂସଦର ଉପ ବାଚସ୍ପତି କାସୀମ ଖାନ ସୁରି…