ଭାରତ ଓ ନେପାଳ ମଧ୍ୟରେ ରେଳ ସେବାର ଶୁଭାରମ୍ଭ କଲେ ମୋଦି, ଦେଓବା; ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ସହମତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଓବା ଶନିବାର ଦିନ ସୀମା ପାର ରେଳ ସେବା ଏବଂ ବିଦ୍ୟୁତ ପରିବହନ ଲାଇନର ଉଦଘାଟନ କରିଛନ୍ତି। ନେପାଳରେ ଭାରତର 'ରୂପେ' ପେମେଣ୍ଟ କାର୍ଡର ମଧ୍ୟ ପ୍ରଚଳନ ଆରମ୍ଭ ହୋଇଛି | ରେଳବାଇ ଏବଂ ଶକ୍ତି…