ଶ୍ରୀଲଙ୍କାରେ ହାହାକାର: ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ, ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍, ରାଷ୍ଟ୍ରପତିଙ୍କ…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସଙ୍ଗୀନ୍ ହୋଇଛି। ସ୍ୱାଧୀନତା ପରଠାରୁ ଦେଶ ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଡିଜେଲର ବିକ୍ରୟ ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ପରିବହନ ବ୍ୟବସ୍ଥା ଅଚଳ ହୋଇଯାଇଛି | ଦେଶରେ ଦୈନିକ ୧୩ ଘଣ୍ଟା ପାଇଁ ବିଦ୍ୟୁତ୍ କାଟ୍ ହେଉଛି |…