ତୈଳ ମନ୍ତ୍ରାଳୟର ପୂର୍ବତନ ସଚିବ ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ଗଣେଶ କୁମାରଙ୍କୁ ସହଯୋଗୀ ସଚିବ ଏବଂ ଅଲକେଶ କୁମାର ଶର୍ମାଙ୍କୁ…

ମୋତେ ଗିରଫ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରଚା ଯାଇଥିଲା ଷଡ଼ଯନ୍ତ୍ର: ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ : ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେବାନୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ବରବାଦ୍ କରିବା ପାଇଁ ଆସାମ ପୋଲିସ ଦ୍ବାରା ତାଙ୍କୁ ଗିରଫ କରାଯାଇଥିଲା । ଏହା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି ସେ…