ବ୍ୟୟ ମଞ୍ଜୁରୀ ବିଲ ପାରିତ, ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର - ବିଧାନସଭାରେ ପାରିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ । ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲେଖାନୁଦାନ ଅନୁମୋଦନ ହୋଇଛି । ଏଥିସହ ବିଧାନସଭାର ୬ଦିନିଆ ବଜେଟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି…