ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ‘ସାଓମି’ର ୫,୫୫୧ କୋଟିର ପାଣ୍ଠି ଜବତ କଲା ଇଡି

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ଆଇନ (ଫରେକ୍ସ) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚୀନର ସ୍ମାର୍ଟଫୋନ୍ ନିର୍ମାତା 'ସାଓମି'ର ୫,୫୫୧ କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ଜବତ କରିଛି। ସୂଚନା ଅନୁଯାୟୀ, ସାଓମି ଇଣ୍ଡିଆ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ…