ନାମ ଫଳକ ଓଡ଼ିଆ ଭାଷାରେ ଲେଖିବାକୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ

ଭୁବନେଶ୍ୱର:ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ନାମ ଫଳକ ଓଡ଼ିଆରେ ଲେଖିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ତିନି ସପ୍ତାହ ସମୟ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସବୁ ଅଧିକାରୀଙ୍କ ନାମ ଫଳକ ମଧ୍ୟ ଓଡ଼ିଆର ରହିବ । ଏ ବାବଦରେ ଉନ୍ନୟନ କମିସନର ଉନ୍ନୟନ…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ଦେଶର ପ୍ରଗତି ଓ ବିକାଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କଠୋର ପରିଶ୍ରମ କରୁଥିବା ଅସଂଖ୍ୟ ଶ୍ରମିକଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ କଲ୍ୟାଣ , ସମ୍ମାନ ଓ ସ୍ୱାସ୍ଥ୍ୟ ସୁରକ୍ଷା…

ପୁଣି ମହଙ୍ଗା ହେଲା ଏଲପିଜି, ସିଲିଣ୍ଡର ପିଛା ୧୦୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ଏଲପିଜି ଦର ବଢ଼ିଛି । ତେବେ ଏହି ଦର ବୃଦ୍ଧି କମର୍ସିଆଲ ଏଲପିଜି ସିଲିଣ୍ଡର ପାଇଁ ଲାଗୁ ହୋଇଛି । ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ଦର ୧୦୨.୫୦ ଟଙ୍କା ବୃଦ୍ଧି ହୋଇଛି | ଦର‌ବୃଦ୍ଧି ପରେ ଦିଲ୍ଲୀରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୨୩୫୫.୫୦ ଟଙ୍କା…

ପୁରୀରେ ଏଏସଆଇ ଟିମ

ପୁରୀ - ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅନୁଧ୍ୟାନ କରିବାକୁ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀଙ୍କ ନେତୃତ୍ବରେ ପୁରୀରେ ପହଞ୍ଚିଛନ୍ତି ୩ ଜଣିଆ ଏଏସଆଇ ଟିମ୍ । ଓଡ଼ିଶା ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ଓ ଜଣେ ବୈଷୟିକ ଯନ୍ତ୍ରୀ ଟିମରେ ସାମିଲ ଅଛନ୍ତି । ଏଏସଆଇ ଟିମ୍‌ ସହ ପୁରୀ…