‘ପେଟ୍ରୋଲ, ଡିଜେଲରୁ ୨୬ ଲକ୍ଷ କୋଟି ଲୁଟି ନେଲାଣି କେନ୍ଦ୍ରର ବିଜେପି ସରକାର’

ନୂଆଦିଲ୍ଲୀ: ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଠ ଥର ବୃଦ୍ଧି କରାଯାଇଛି। ଲଗାତର ତୈଳଦର ବୃଦ୍ଧି ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଇତି ମଧ୍ୟରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଗଡଗେ ଟୁଇଟ୍ କରି କେନ୍ଦ୍ରର…