ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର । ଏପ୍ରିଲ ୧ ତାରିଖରେ ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନ କରାଯିବ । ଏହାର ଆୟୋଜନର ଦାୟିତ୍ୱ ଜିଲ୍ଲା ପରିଷଦ ସଭାପତି ମାନେ ନେବେ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ସେହିଦିନ ସନ୍ଧ୍ୟା…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ରୋହିତ, କୋହଲିଙ୍କ ମାନ୍ୟତାରେ ଅବନତି

ଦୁବାଇ: ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ କମିବାରେ ଲାଗିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଗୋଟିଏ ଲେଖାଏଁ ସ୍ଥାନ ହରାଇ ଯଥାକ୍ରମେ ଅଷ୍ଟମ ଏବଂ ଦଶମ ସ୍ଥାନକୁ ଖସିଛନ୍ତି।…