ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥
ରଜତ ସୀପ ମହୁଁ ଭାସ ଜିମି ଜଥା ଭାନୁ କର ବାରି ।
ଜଦପି ମୁଷା ତିହୁଁ କାଲ ସୋଇ ଭ୍ରମ ନ ସକଇ କୋଉ ଟାରି ॥
ଭାବାର୍ଥ :- ଯେପରି ପାଣିରେ ଶିପ ସାମୁକାରେ ରୁପା ର ଆଭାସ ଆଉ ଉତ୍ତପ୍ତ ସୂର୍ଯ୍ୟ କିରଣ ରେ ପାଣିର ଆଭାସ ହୋଇଥାଏ- ପ୍ରତିତି ହୋଇଥାଏ । ଯଦିଓ ତିନି କାଳରେ ଏହି…