ତୈଳଦର ବୃଦ୍ଧି ବିରୋଧରେ କଂଗ୍ରେସର ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ, ସଂସଦ ଆଗରେ ରାହୁଲଙ୍କ ସମେତ ଦଳୀୟ…

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜି ଦର ବୃଦ୍ଧି ବିରୋଧରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସାଂସଦ ଗୁରୁବାର ସଂସଦ ନିକଟରେ ଧାରଣା ଦେଇଛନ୍ତି । କଂଗ୍ରେସର 'ମହଙ୍ଗା ମୁକ୍ତ ଭାରତ' ଅଭିଯାନର ଏକ ଅଂଶ ଭାବେ ସଂସଦର ଉଭୟ ଗୃହର କାର୍ଯ୍ୟ ଆରମ୍ଭ…