ଗୀତା ମାହାତ୍ମ୍ୟ: ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ । ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।।
ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : -
ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ ।
ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।।
ହେ ଅର୍ଜ୍ଜୁନ ! ମନକୁ ବଶ…