ଇଡିର ଲୁକ୍ଆଉଟ୍ ନୋଟିସ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ସାମ୍ବାଦିକା ରାଣା ଆୟୁବ

ନୂଆଦିଲ୍ଲୀ: ତାଙ୍କୁ ବିଦେଶ ଗସ୍ତରୁ ରୋକାଯିବା ନେଇ ସାମ୍ବାଦିକ ରାଣା ଆୟୁବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ପ୍ରଧାନ ବିଚାରପତି ଭିପିନ୍ ସଙ୍ଘି ଏବଂ ଜଷ୍ଟିସ୍ ନବିନ ଚାୱଲାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ପୂର୍ବ…