ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥
ବିବସହୁଁ ଜାସୁ ନାମ ନର କହହିଂ ।
ଜନମ ଅନେକ ରଚିତ ଅଧ ଦହହୀଂ ॥
ସାଦର ସୁମିରନ ଜେ ନର କରହୀଂ ।
ଭବ ବାରିଧି ଗୋପଦ ଇବ ତରହୀଂ ॥
ଭାବାର୍ଥ :- ନିଜର ଇଛା ନଥାଇ ଶ୍ରଦ୍ଧା ଭକ୍ତି ବିନା ମଧ୍ୟ ଯଦି କେହି ବିବସତା ବସତଃ ଶ୍ରୀରାମଙ୍କ ନାମ ଜପ କଲେ ମନୁଷ୍ୟର ଅନେକ ଜନ୍ମର…