ଭଞ୍ଜବଂଶୀୟ ଶାସନର ଅନନ୍ୟ କୀର୍ତ୍ତି କୁଲାଡ଼ ଗଡ଼ର ବ୍ୟାଘ୍ରଦେବୀ ମନ୍ଦିର 

ଭଞ୍ଜନଗର‌: ପ୍ରାଚୀନ ଘୁମୁସର ବା ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ୮୩୨ ମସିହାରୁ ୧୮୩୫ ମସିହା ପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ଭଞ୍ଜବଂଶୀୟ ରାଜା ଶାସନ କରିଥିଲେ। କଳା, ସଂସ୍କୃତି, ଆଧ୍ୟାତ୍ମିକତା ପ୍ରତି ରୁଚି ରଖୁଥିବା ଏହି ରାଜବଂଶର ଶାସନ କାଳରେ ଅନେକ ମନ୍ଦିର ତଥା ଐତିହାସିକ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ବିବସହୁଁ ଜାସୁ ନାମ ନର କହହିଂ । ଜନମ ଅନେକ ରଚିତ ଅଧ ଦହହୀଂ ॥ ସାଦର ସୁମିରନ ଜେ ନର କରହୀଂ । ଭବ ବାରିଧି ଗୋପଦ ଇବ ତରହୀଂ ॥ ଭାବାର୍ଥ :- ନିଜର ଇଛା ନଥାଇ ଶ୍ରଦ୍ଧା ଭକ୍ତି ବିନା ମଧ୍ୟ ଯଦି କେହି ବିବସତା ବସତଃ ଶ୍ରୀରାମଙ୍କ ନାମ ଜପ କଲେ ମନୁଷ୍ୟର ଅନେକ ଜନ୍ମର…

ଗୀତା ମାହାତ୍ମ୍ୟ: ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ। ନ ଚାତି ସ୍ୱପ୍ନଶୀଲସ୍ୟ ଜାଗ୍ରତୋ ନୈବ ଚାର୍ଜୁନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ। ନ ଚାତି ସ୍ୱପ୍ନଶୀଲସ୍ୟ ଜାଗ୍ରତୋ ନୈବ ଚାର୍ଜୁନ।। ହେ ଅର୍ଜ୍ଜୁନ ! ଯିଏ…

୫ ଦିନ ପରେ ଖୋଲିଲା ସ୍କୁଲ, ସକାଳୁଆ ପାଠପଢ଼ା

ଭୁବନେଶ୍ୱର - ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିକଟରେ ରାଜ୍ୟରେ ତାପମାତ୍ରା…