ଆଜିଠାରୁ ମହଙ୍ଗା ହେବ ଟୋଲ୍ ଟିକସ, ଔଷଧ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଆଜିଠାରୁ (ଏପ୍ରିଲ ୧) ପୁଣି ଝଟକା ଲାଗିବ । ଆଜିଠାରୁ ଟୋଲ୍ ଟିକସ ବୃଦ୍ଧି ପାଇବ । ଏହାଛଡ଼ା ପ୍ରାୟ ୮୦୦ ପ୍ରମୁଖ ଆଣ୍ଟିବାୟୋଟିକ ଓ ଆଣ୍ଟିଭାଇରସ୍ ଔଷଧ ମହଙ୍ଗା ହେବ । ଶୁକ୍ରବାର ମଧ୍ୟରାତ୍ରରୁ ସାରା…

ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର- ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଥିବା ଜନନାୟକମାନଙ୍କ ସ୍ମୃତିଚାରଣ ସହ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ସମୃଦ୍ଧ କରିବାକୁ ବାର୍ତ୍ତା ଦେଇଛନ୍ତି ରାଜ୍ୟପାଳ ।

ବଢ଼ିଲା ଏଲପିଜି ମୂଲ୍ୟ, ସିଲିଣ୍ଡର ପିଛା ୨୫୦ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ ଏଲପିଜି ସିଲିଣ୍ଡରର ନୂଆ ଦର ଜାରି କରାଯାଇଛି। ଏଥର ଏଲପିଜି ଗ୍ୟାସ ସିଲିଣ୍ଡର ୨୫୦ ଟଙ୍କା ମହଙ୍ଗା ହୋଇଛି । ତେବେ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରଖାଯାଇଛି | କାରଣ ୧୦ ଦିନ ପୂର୍ବରୁ…

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟତଃ ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର…