ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ଠାରେ ଉତ୍କଳ ଦିବସ ପାଳିତ 

ସମ୍ବଲପୁର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଉତ୍କଳ ଦିବସ ପାଳନ କରାଯାଇଛି l ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ସୁମିତ ପଟେଲ ଏବଂ ସମ୍ପାଦକ ଚୁମନ ପ୍ରଧାନ ଙ୍କ ନେତୃତ୍ଵରେ ଆଜି ଗଙ୍ଗାଧର ମେହେର…