୧୨-୧୭ ବର୍ଷର ପିଲାଙ୍କୁ ‘କୋଭୋଭାକ୍ସ’ ଟିକା ଦେବାକୁ ସୁପାରିସ

ନୂଆଦିଲ୍ଲୀ: ଦେଶରେ ୧୨-୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ଵାରା ବିକଶିତ କରୋନା ଟିକା କୋଭୋଭାକ୍ସ ଦିଆଯିବ ।ଟିକାକରଣ ଉପରେ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି (ଏନଟିଏଜିଆଇ) ଏହି ବୟସ ବର୍ଗ ପାଇଁ କୋଭୋଭାକ୍ସକୁ ଅନୁମୋଦନ କରିଛି । ଏହି ଟିକା…

ଆଇନ ଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା

ନୂଆଦିଲ୍ଲୀ - ଇଣ୍ଡିଆ ଟୁଡେ ଗ୍ରୁପର ଷ୍ଟେଟ ଅଫ ଦି ଷ୍ଟେଟ ଓଡ଼ିଶା କନକ୍ଲେଭରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ବିବେଚିତ ହୋଇଛି ଗଞ୍ଜାମ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରି ଛନ୍ତି…