ଉତ୍କଟ ବିଜୁଳି ସଙ୍କଟ, ଦେଶରେ ୫୦% ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବନ୍ଦ, ୧୬ ରାଜ୍ୟରେ ୧୦ ଘଣ୍ଟା ଯାଏଁ ପାଓ୍ବାରକଟ୍; ୪୬…
ନୂଆଦିଲ୍ଲୀ: ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ସାରା ଦେଶରେ ବିଦ୍ୟୁତ ଚାହିଦା ବଢିବାରେ ଲାଗିଛି। ଏଣେ କୋଇଲା ଅଭାବରୁ ଦେଶର ଏକ ଚତୁର୍ଥାଂଶ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି। ଫଳସ୍ୱରୂପ, ୧୬ଟି ରାଜ୍ୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଯାଇଛି | ସରକାରୀ ରେକର୍ଡ ଅନୁଯାୟୀ,…