ବିଜେପି ଛାଡ଼ିଲେ ରାଜ୍ୟ ପୂର୍ବତନ ଉପସଭାପତି

ବ୍ରହ୍ମପୁର : ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର ପାର୍ଟି ଛାଡ଼ିଛନ୍ତି । ୧୯୮୮ ମସିହାରୁ ଏଯାବତ୍ ସେ ଦଳ ସହ ସମ୍ପୃକ୍ତ ରହି ଆସିଥିଲେ । ହିଞ୍ଜିଳିକାଟୁ ମଣ୍ଡଳ ସଭାପତି , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି , ଜିଲ୍ଲା…