ଧାମନଗର ପୌରାଧ୍ୟକ୍ଷ ପଦ ହାତେଇଲା ବିଜେଡି

ଭୁବନେଶ୍ୱର: ଧାମନଗର ପୌରାଧ୍ୟକ୍ଷ କବଜା କରିଛି ବିଜେଡି। ନୂତନ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ନିବେଦିତା ଜେନା ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ୧୦୪୬ ଭୋଟ ବ୍ୟବଧାନରେ ହରାଇଛନ୍ତି । ଏହି ଏନଏସିର ୧୧ଟି ୱାର୍ଡ ମଧ୍ୟରୁ ବିଜେଡ଼ି ୯ଟି ଜିତିଛି ।…

‘ଆମେ ଶାନ୍ତିର ପକ୍ଷ ବାଛିଛୁ’, ୟୁକ୍ରେନ ସଙ୍କଟ ଉପରେ ଲୋକସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ: ୟୁକ୍ରେନର ପରିସ୍ଥିତି ସମ୍ପର୍କରେ ବୁଧବାର ଲୋକସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବିବୃତ୍ତି ରଖିଛନ୍ତି । ଜୟଶଙ୍କର କହିଛନ୍ତି ଯେ ଭାରତ ଏହି ଯୁଦ୍ଧର ସମ୍ପୂର୍ଣ୍ଣ ବିରୋଧୀ ଏବଂ ହିଂସା ତୁରନ୍ତ ବନ୍ଦ କରିବା ସପକ୍ଷରେ ରହିଛି। ସେ କହିଛନ୍ତି, ଯଦି ଭାରତ ଏହି…

ବିଜେଡିରେ ମିଶିଲେ ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର

ଭୁବନେଶ୍ୱର - ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ,ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ସେମାନେ ସାମିଲ…