ହକି ଇଣ୍ଡିଆ ପାଣ୍ଠିର ଦୁରୁପଯୋଗ ଅଭିଯୋଗରେ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ହକି ଇଣ୍ଡିଆର ପାଣ୍ଠିରୁ ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ଅଭିଯୋଗରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବୁଧବାର ଏହି ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ବାତ୍ରାଙ୍କ ବିରୋଧରେ ସିବିଆଇରେ…