ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର - ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ୱିତୀୟ ପତ୍ନୀ । ରମେଶ ସ୍ୱାଇଁର ପତ୍ନୀ କମଳା ସ୍ୱାଇଁଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ…