ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର - ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ୱିତୀୟ ପତ୍ନୀ । ରମେଶ ସ୍ୱାଇଁର ପତ୍ନୀ କମଳା ସ୍ୱାଇଁଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ…

ଦମୟନ୍ତୀ ମାଝୀ ହେଲେ ସିଏମସି ଡେପୁଟି ମେୟର

କଟକ - ଦମୟନ୍ତୀ ମାଝୀ କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି । କଟକ ୪୯ ନମ୍ବର ୱାର୍ଡର କର୍ପୋରେଟର ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ଦମୟନ୍ତୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜେଡି । ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ…

ସିଏମସି ମେୟର ଭାବେ ଶପଥ ନେଲେ ସୁବାସ ସିଂହ

କଟକ- କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂହ । ନଗର ଉନ୍ନୟନ କମିଶନର ତାଙ୍କୁ ଶପଥ ପାଠ କରାଇଛନ୍ତି । ତାଙ୍କ ପରେ ସିଏମସି କର୍ପୋରେଟରମାନେ ବି ଶପଥ ନେଇଛନ୍ତି । ୫୯ଟି ୱ।ର୍ଡର କର୍ପୋରେଟରମାନେ ଶପଥ ନେଇଛନ୍ତି ।