ପୁଣି ବଢ଼ିଲା ସିଏନଜି ଦର, କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଛି ସିଏନଜି ମୂଲ୍ୟ । ଆଜି ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ବୃଦ୍ଧି ହୋଇଛି | କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିଏଜି ଦରରେ ବୃଦ୍ଧି ଘଟିଛି | ଏପର୍ଯ୍ୟନ୍ତ ଏକ ସପ୍ତାହ ମଧ୍ୟରେ ସିଏନଜି ଦର ୯.୧୦ ଟଙ୍କା ବଢିଲାଣି। ଗତକାଲି ମଧ୍ୟ ସିଏନଜି ଦର କିଲୋଗ୍ରାମ ପିଛା…