ସବସିଡି ନାଁରେ ଚାଷୀଙ୍କଠୁ ୬କୋଟି ଲୁଟି ୨ ଗିରଫ

ଭୁବନେଶ୍ୱର - ୬କୋଟି ସରକାରୀ ସବ୍‌ସିଡି ହଡ଼ପ କରି ଦୁଇଜଣ ଗିରଫ ହୋଇଛନ୍ତି। ଚାଷୀ ଓ ହିତାଧିକାରୀଙ୍କୁ ସରକାରୀ ସବ୍‌ସିଡି ଦେବା ନାଁରେ ୬କୋଟି ୮୧ଲକ୍ଷ ଟଙ୍କା ହଡ଼ପ କରିଥିବା ଶୀତଲ ଆଗ୍ରୋ ଇନପୁଟ୍ ପ୍ରାଇଭେଟ୍ ଲିମିଟେଡର ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମାନସ ରଞ୍ଜନ ଦାସ ଓ ତାପସ…

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ କହିଲେ ଡିଏମଇଟି

ଭୁବନେଶ୍ବର - କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଆଵଶ୍ୟକ ନାହିଁ । ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି।…

ପାନୀୟ ଜଳ ପାଇଁ ଛଟପଟ ବୌଦ୍ଧବାସୀ

ବୌଦ୍ଧ: ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳସଙ୍କଟ । ଯାହାଫଳରେ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି ଜିଲ୍ଲାରେ । ଏଠିକାର ବାସିନ୍ଦା ପାଣି ଉପରେ ନିର୍ଭର କରୁଥିବା…