ମାନବାଧିକାର ସୁରକ୍ଷା ପରିଷଦରୁ ବିଦା ହେବ ରୁଷ ? ଜାତିସଂଘରେ ଆଜି ହେବ ଭୋଟିଂ

ନ୍ୟୁୟର୍କ: ରୁଷକୁ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରୁ ହଟାଯିବ କି ନାହିଁ ତା' ଉପରେ ଆଜି ମିଳିତ ଜାତିସଂଘର ସାଧାରଣ ସଭାରେ ଭୋଟ ହେବ । ୟୁକ୍ରେନର ରାଜଧାନୀ କିଭ୍ ଉପକଣ୍ଠ ବୁଚା ସହରରେ ସାଧାରଣ ନାଗରିକଙ୍କ ଗଣହତ୍ୟାର ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମିଳିତ…

ବିବାଦରେ ଧୋନିଙ୍କ ଆଇପିଏଲ୍ ବିଜ୍ଞାପନ, ଟିଭି ପରଦାରୁ ହଟିବ

ନୂଆଦିଲ୍ଲୀ: ଆଇପିଏଲ୍ ଉପରେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ପ୍ରମୋସନାଲ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଜ୍ଞାପନକୁ ହଟାଇବାକୁ ଦି ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ୍ ଅଫ୍ ଇଣ୍ଡିଆ (ASCI) ଆଇପିଏଲ୍ କର୍ତ୍ତୃପକ୍ଷଙ୍କୁ କହିଛି। ଏହି ବିଜ୍ଞାପନକୁ ନେଇ ସଡ଼କ ସୁରକ୍ଷା ସଂଗଠନର…