ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ କହିଲେ ଡିଏମଇଟି

ଭୁବନେଶ୍ବର - କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଆଵଶ୍ୟକ ନାହିଁ । ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି।…

ପାନୀୟ ଜଳ ପାଇଁ ଛଟପଟ ବୌଦ୍ଧବାସୀ

ବୌଦ୍ଧ: ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳସଙ୍କଟ । ଯାହାଫଳରେ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି ଜିଲ୍ଲାରେ । ଏଠିକାର ବାସିନ୍ଦା ପାଣି ଉପରେ ନିର୍ଭର କରୁଥିବା…