ମାନବାଧିକାର ସୁରକ୍ଷା ପରିଷଦରୁ ବିଦା ହେବ ରୁଷ ? ଜାତିସଂଘରେ ଆଜି ହେବ ଭୋଟିଂ
ନ୍ୟୁୟର୍କ: ରୁଷକୁ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରୁ ହଟାଯିବ କି ନାହିଁ ତା' ଉପରେ ଆଜି ମିଳିତ ଜାତିସଂଘର ସାଧାରଣ ସଭାରେ ଭୋଟ ହେବ ।
ୟୁକ୍ରେନର ରାଜଧାନୀ କିଭ୍ ଉପକଣ୍ଠ ବୁଚା ସହରରେ ସାଧାରଣ ନାଗରିକଙ୍କ ଗଣହତ୍ୟାର ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମିଳିତ…