ସମ୍ବଲପୁରରେ ମତ୍ସ୍ୟ ଓ ପଶୁପାଳନ ସମ୍ପଦ ସଚିବ ଓ କୃଷି ନିର୍ଦ୍ଦେଶକ

ହୀରାକୁଦରୁ ବାର୍ଷିକ ୩୦ ହଜାର ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ସମ୍ବଲପୁର : ମତ୍ସ୍ୟ ଓ ପଶୁପାଳନ ସଚିବ ସଞ୍ଜୀବ ଚୋପରା ଏବଂ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ବିଶେଷ କରି ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା…

ଅନ୍ତର୍ଜାତୀୟ ନ୍ୟାୟାଳୟରେ ରୁଷ ବିରୋଧରେ ଭୋଟ୍ ଦେଲେ ଭାରତୀୟ ବିଚାରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ବୁଧବାର ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଅନ୍ତର୍ଜାତୀୟ ନ୍ୟାୟାଳୟ ରୁଷକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟ ୧୩-୨ ଭୋଟରେ ଏହି ଆଦେଶ ଦେଇଥିଲେ । ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷର ଆକ୍ରମଣର କିଛି ଦିନ…

ହିଜାବ ମାମଲା: ହାଇକୋର୍ଟ ରାୟ ପ୍ରତିବାଦରେ ଆଜି କର୍ଣ୍ଣାଟକରେ ମୁସଲିମ ସଂଗଠନଙ୍କ ବନ୍ଦ ଡାକରା

ବେଙ୍ଗାଲୁରୁ: ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ମୁସଲିମ ସଂଗଠନ ଏବଂ ନେତା ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛନ୍ତି। ଆଜି ବନ୍ଦରେ ସାମିଲ ରହିଏବାକୁ ରାଜ୍ୟ ବାଣିଜ୍ୟ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁସଲିମ ନେତା ସାଗିର ଅହମ୍ମଦ ଘୋଷଣା କରିଛନ୍ତି…

ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୫ ଜଣ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୬୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଜଣ…