୨୧ ଦିନରେ ୟୁକ୍ରେନ ଯୁଦ୍ଧ: ନରମ ପଡୁଛି ରୁଷ୍ !

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକବିଂଶ ଦିନରେ ପହଞ୍ଚିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ଦ୍ବାରା ଲାଗୁ କରାଯାଇଥିବା ସମସ୍ତ କଟକଣା ସତ୍ତ୍ୱେ ରୁଷ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନୁହେଁ। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଯୁଦ୍ଧ ବନ୍ଦ…