ପାଞ୍ଚ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ସୋନିଆ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ସଭାପତିଙ୍କ ଇସ୍ତଫା ମାଗିଛନ୍ତି। ସେ ପିସିସିର ପୁନର୍ଗଠନ ପାଇଁ ସେମାନଙ୍କ ଇସ୍ତଫା ଦେବାକୁ କହିଛନ୍ତି। କଂଗ୍ରେସ…

ଆଜିଠାରୁ ୧୨-୧୪ ବର୍ଷର ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ ୧୨ ରୁ ୧୪ ବର୍ଷର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ | ଟିକା ପାଇଁ କୋଓ୍ବିନ୍ ପୋର୍ଟାଲ କିମ୍ବା ଟିକାକରଣ କେନ୍ଦ୍ରରେ ଅନସାଇଟ୍ ରେଜିଷ୍ଟ୍ରେସନ୍ ମଧ୍ୟ କରାଯାଇପାରିବ | ଏଥିପାଇଁ ପିଲାମାନଙ୍କୁ ଆଧାର କାର୍ଡ କିମ୍ବା ସ୍କୁଲ ଆଇଡି କାର୍ଡ ଆଣିବାକୁ ପଡିବ |…

ଠକ ଡାକ୍ତର ରମେଶ ସ୍ବାଇଁର ଆଜି ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର - ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରସୁଲଗଡ ସ୍ଥିତ ଫରେନସିକ ଲାବୋରେଟୋରିରେ ଆଜି ହେବ ପଲିଗ୍ରାଫ ଟେଷ୍ଟ । ୧୮ ଜଣ ମହିଳା ଙ୍କୁ ବାହା ହୋଇ ଠକିଥିବା ନକଲି ଡାକ୍ତର ତଦନ୍ତ ବେଳେ ସହଯୋଗ ନ କରି ମିଛ କହୁଥିବାରୁ ରମେଶର ପାଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ…

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ-ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । କଟକ ଓ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।