ଆଜି ସୋନିଆଙ୍କୁ ଭେଟିବେ ଆଜାଦ, ଜି-୨୩ର ପ୍ରସ୍ତାବ ଦେବେ

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ ଆଜି ତାଙ୍କ ବାସଭବନରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ସୋନିଆଙ୍କ ସହ ଆଜାଦ ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ର ଏକ ପ୍ରସ୍ତାବ ବିଷୟରେ ଆଲୋଚନା କରିବେ | ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା…