ସମ୍ବଲପୁରରେ ମତ୍ସ୍ୟ ଓ ପଶୁପାଳନ ସମ୍ପଦ ସଚିବ ଓ କୃଷି ନିର୍ଦ୍ଦେଶକ

ହୀରାକୁଦରୁ ବାର୍ଷିକ ୩୦ ହଜାର ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ସମ୍ବଲପୁର : ମତ୍ସ୍ୟ ଓ ପଶୁପାଳନ ସଚିବ ସଞ୍ଜୀବ ଚୋପରା ଏବଂ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ବିଶେଷ କରି ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା…

ଅନ୍ତର୍ଜାତୀୟ ନ୍ୟାୟାଳୟରେ ରୁଷ ବିରୋଧରେ ଭୋଟ୍ ଦେଲେ ଭାରତୀୟ ବିଚାରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ବୁଧବାର ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଅନ୍ତର୍ଜାତୀୟ ନ୍ୟାୟାଳୟ ରୁଷକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟ ୧୩-୨ ଭୋଟରେ ଏହି ଆଦେଶ ଦେଇଥିଲେ । ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷର ଆକ୍ରମଣର କିଛି ଦିନ…