ପେପରଲେସ କାମ ପାଇଁ ଓଡ଼ିଶା ବିଧାନସଭା ନମ୍ବର ୧

ଭୁବନେଶ୍ବର - ପେପରଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଭଲ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ହୋଇଛି । ଏହିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…

ଅତି ଜରୁରୀ ବୁଷ୍ଟର ଡୋଜ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର - ବୁଷ୍ଟର ଡୋଜ ନେବା ପାଇଁ ଅପିଲ କରିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ବୁଷ୍ଟର ଡୋଜ ପ୍ରତି ଲୋକଙ୍କର ଆଗ୍ରହ କମୁଛି । ସଂକ୍ରମଣ କମିଥିବାରୁ ଲୋକ କୋହଳ ଦେଉଛନ୍ତି।ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକା ନେବାକୁ…

କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ, ୬ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ତାଲିମ କେନ୍ଦ୍ର ଏବଂ ସ୍କୁଲ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତିକମରେ ୬ ଛାତ୍ରଙ୍କ ମୃତ୍ୟୁ ହୋଇଛି। କାବୁଲର ଦାଶ-ଇ-ବାରଚି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।…

୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାମ

ଭୁବନେଶ୍ୱର - ୨୦୨୫ ମସିହା ସୁଦ୍ଧା ସରିବ ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ। ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ଖୋର୍ଦ୍ଧା ପଟୁ ୭୭କିଲୋମିଟର ଓ ବଲାଙ୍ଗୀର ପଟୁ ୧୪ କିଲୋମିଟର ରେଳ ଲାଇନ କାମ ଶେଷ ହୋଇଛି। ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି ବୋଲି…