ଏସିଆରେ ପୁଣି ବଢ଼ୁଛି କରୋନା ମାମଲା, ସତର୍କ ରହିବାକୁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ପଡୋଶୀ ଚୀନ୍ ଏସିଆର କିଛି ଦେଶରେ କୋଭିଡ୍ ସ୍ଥିତି ଚିନ୍ତାଜନକ ହୋଇପଡିଛି। ଗତ କିଛି ସପ୍ତାହ ମଧ୍ୟରେ ଏଠାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ସମ୍ଭାବ୍ୟ…