‘ଦି କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘ଓ୍ବାଇ’ କାଟେଗୋରି…

ନୂଆଦିଲ୍ଲୀ: ରିଲିଜ ହେବା ଦିନଠାରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦି କାଶ୍ମୀର ଫାଇଲ୍ସ'କୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ କିଛି ଲୋକ ପ୍ରଶଂସା କରୁଥିବାବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି ଏବଂ ଏହି…